ଗୀତା ମାହାତ୍ମ୍ୟ: ଯଜ୍ଞଶିଷ୍ଟାଶିନଃ ସନ୍ତୋ ମୁଚ୍ୟନ୍ତେ ସର୍ଵକିଲବିଶୈ। ଭୁଞ୍ଜତେତେ ତ୍ଵଘଂ ପାପା ଯେପଚନ୍ତ୍ୟ ଆତ୍ମକାରଣାତ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଯଜ୍ଞଶିଷ୍ଟାଶିନଃ ସନ୍ତୋ
ମୁଚ୍ୟନ୍ତେ ସର୍ଵକିଲବିଶୈ।
ଭୁଞ୍ଜତେତେ ତ୍ଵଘଂ ପାପା
ଯେପଚନ୍ତ୍ୟ ଆତ୍ମକାରଣାତ।।

ହେ ଅର୍ଜୁନ ! ଯଜ୍ଞରୁ ବଳିଥିବା ଅନ୍ନ ଭୋଜନ କରୁଥିବା ଶ୍ରେଷ୍ଠ ପୁରୁଷମାନେ ସମସ୍ତ ପାପରୁ ମୁକ୍ତ ହୋଇଯାନ୍ତି ଏବଂ ଯେଉଁ ପାପୀ ଲୋକମାନେ ନିଜର ଶରୀର ପୋଷଣ ପାଇଁ ଅନ୍ନ ରନ୍ଧନ କରନ୍ତି, ସେମାନେ ପାପ ହିଁ ଭୋଜନ କରିଥାନ୍ତି।

( ଇତି ଗୀତା ୩ୟ ଅ। ୧୩ଶ ଶ୍ଲୋକ )

Comments are closed.