ପିଡିଏସ ହିତାଧିକାରୀଙ୍କୁ ଜୀବିକା ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ପିଡିଏସ ହିତାଧିକାରୀଙ୍କୁ ଜୀବିକା ସହାୟତା ପ୍ରଦାନ ଆରମ୍ଭ କରାଯାଇଛି । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବିକା ସହାୟତା ବଂଟନ କରିଛନ୍ତି । ରାସନକାର୍ଡଧାରୀ ଓ ବିଏସକେୱାଇ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟ୍‌କୁ ହଜାରେ ଟଙ୍କା ଯିବ । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହେବେ ରାଜ୍ୟର ୯୬ ଲକ୍ଷ ପରିବାର । ଏଥିପାଇଁ ରାଜ୍ୟ ସରକାରଙ୍କ ଉପରେ ୯୬୦ କୋଟି ଟଙ୍କା ବ୍ୟୟଭାର ପଡିବ ।

Comments are closed.