ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କୁ ବିଜେଡିର ବାର୍ତ୍ତା 

ଭୁବନେଶ୍ୱର- ୨୫ତମ ପ୍ରତିଷ୍ଠା ଦିବସରେ ବିଜେଡି ପକ୍ଷରୁ ସମସ୍ତ କର୍ମୀ ଭାଇଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ବିଜୁବାବୁ ଦେଖାଇଥିବା ମାର୍ଗ ତଥା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ ଓ କର୍ମୀମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ ଲୋକଙ୍କ ଦଳ ସାଜିଛି । ସେବାର ସଂକଳ୍ପ ନେଇ ଆଗକୁ ବଢିବା ପାଇଁ ଦଳ ଆହ୍ୱାନ ଦେଇଛି ।

Comments are closed.