ଜାତୀୟ ମହିଳା ସିନିଅର ହକି କ୍ୟାମ୍ପ ପାଇଁ ଭାରତୀୟ ଦଳରେ ୮ ଓଡିଆ ଖେଳାଳି

ଭୁବନେଶ୍ୱର- ଜାତୀୟ ମହିଳା ସିନିଅର ହକି କ୍ୟାମ୍ପ ପାଇଁ ହକି ଇଣ୍ଡିଆ ପକ୍ଷରୁ ୬୦ ଜଣିଆ ଦଳ ଘୋଷଣା କରାଯାଇଛି । ଏଥିରେ ଓଡିଶାର ୮ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଓଡିଶାର ଖେଳାଳିମାନେ ହେଲେ ଦୀପଗ୍ରେସ ଏକ୍କା, ନିଳିମା ମିଞ୍ଜ, ରଶ୍ମିତା ମିଞ୍ଜ, ନମିତା ଟପ୍ପୋ, ମାରିଆନା କୁଜ୍ଜୁର, ଆଜମିନା କୁଜ୍ଜୁର, ଜୀବନ କିଶୋରୀ ଟପ୍ପୋ ଓ ଦୀପ୍ତି ଲାକ୍ରା ।

Comments are closed.