ବିଜେଡି ବିଧାୟକ ରୋହିତ ପୂଜାରୀ ପୁଣି କୋଭିଡ ପଜିିଟିଭ OdiaCoronavirus UpdateOdisha By Newsroom Odisha Network On Jan 8, 2022 Share ଭୁବନେଶ୍ୱର – ବିଜେଡି ବିଧାୟକ ରୋହିତ ପୂଜାରୀ କୋଭିଡ ପଜିଟିଭ ହୋଇଛନ୍ତି । ୬ ମାସ ପୂର୍ବେ ରୋହିତ ପୂଜାରୀ କୋଭିଡ ଆକ୍ରାନ୍ତ ହୋଇଥିଲେ । ଏହା ପରେ ସେ ଡବଲ୍ ଡୋଜ୍ କୋଭିଡ ଟିକା ନେଇଥିଲେ । ଟିକା ନେବା ସତ୍ତ୍ୱେ ସେ ପୁଣି ପଜିିଟିଭ ଚିହ୍ନଟ ହୋଇଥିଲା ବିଧାୟକ ପୂଜାରୀ ଜଣାଇଛନ୍ତି । Share FacebookTwitterGoogle+WhatsAppEmailPinterestReddIt
Comments are closed.