ଗୋଟିଏ ଦିନରେ ଭୁବନେଶ୍ୱରରେ ୧୮ଟି କଂଟେନମେଂଟ୍ ଜୋନ ଘୋଷିତ

ଭୁବନେଶ୍ୱର – ଆଜି ଗୋଟିଏ ଦିନରେ ଭୁବନେଶ୍ୱରରେ ୧୮ଟି କଂଟେନମେଂଟ ଜୋନ୍ ଘୋଷିତ ହୋଇଛି । ଭୁବନେଶ୍ୱର ମହାନଗର ନିଗମର ଦକ୍ଷିଣ ପୂର୍ବ ଜୋନର ୧୧ଟି ଓ ସାଉଥ ୱେଷ୍ଟର ୬ଟି ସ୍ଥାନକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଟଙ୍କପାଣି ରୋଡ୍ ସ୍ଥିତ ଉତ୍କଳ ଭିଲ୍ଲାରେ ୩ଟି ଫ୍ଲାଟ୍ କଂଟେମମେଂଟ ଜୋନ୍ ଘୋଷିତ ହୋଇଥିବା ବେଳେ ବରଗଡ ବ୍ରିଟ କଲୋନୀ ଓ ୟୁନିଟ ୯ ଭଳି ୧୧ଟି ସ୍ଥାନ କଂଟେନମେଂଟ ଜୋନ୍ ଘୋଷିତ ହୋଇଛି ।

Comments are closed.