ପଂଚାୟତ ନିର୍ବାଚନ : ପ୍ରାର୍ଥୀ ଚୟନ ନେଇ ପରିଚାଳନା କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ପାଇଁ ପରିଚାଳନା କମିଟି ଗଠନ କରିଛି କଂଗ୍ରେସ । ପ୍ରାର୍ଥୀ ଚୟନ ନେଇ ଚୂଡାନ୍ତ ନିଷ୍ପତ୍ତି ନେବ ଏହି କମିିଟି । ଏପରିକି ପୌର ନିର୍ବାଚନରେ ମେୟର ପ୍ରାର୍ଥୀ ବି ଚୟନ କରିବ ନିର୍ବାଚନ ପରିଚାଳନା କମିଟି । ଗଠିତ ନିର୍ବାଚନ ପରିଚାଳନା କମିଟିରେ ୧୮ ଜଣ ସଦସ୍ୟ ରହିଛନ୍ତି । ନରସିଂହ ମିଶ୍ର କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଯଜେ୍ଞଶ୍ୱର ବାବୁ ଆବାହକ ରହିଛନ୍ତି ।

Comments are closed.