ଗୀତା ମାହାତ୍ମ୍ୟ: ବିତରାଗ ଭୟକ୍ରୋଧ ମନ୍ମୟା ମାମୁପାଶ୍ରିତାଃ। ବହବୋ ଜ୍ଞାନତପସା ପୁତା ମଦ୍ଭାବ ମାଗତଃ ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ବିତରାଗ ଭୟକ୍ରୋଧ ମନ୍ମୟା ମାମୁପାଶ୍ରିତାଃ।
ବହବୋ ଜ୍ଞାନତପସା ପୁତା ମଦ୍ଭାବ ମାଗତଃ ।।

ହେ ଅର୍ଜ୍ଜୁନ ! ପୂର୍ବକାଳରେ ବି ଯେଉଁମାନଙ୍କର ରାଗ, ଭୟ ଓ କ୍ରୋଧ ସର୍ଵଥା ନଷ୍ଟ ହୋଇ ଯାଇଥିଲା ଏବଂ ଯେଉଁମାନେ ମୋଠାରେ ଅନନ୍ୟ ପ୍ରେମ ପୁର୍ବକ ତନ୍ମୟ ହୋଇ ରହିଥିଲେ, ମୋତେ ଆଶ୍ରୟ କରି ରହିଥିବା ସେହିସବୁ ଭକ୍ତ ଉପରୋକ୍ତ ଜ୍ଞାନ ରୂପକ ତପଦ୍ୱାରା ପଵିତ୍ର ହୋଇ ମୋର ସ୍ୱରୂପ ପ୍ରାପ୍ତ ହୋଇ ସାରିଛନ୍ତି।

( ଗୀତା ୪ର୍ଥ ଅ। ୧୦ମ ଶ୍ଲୋକ )

Comments are closed.