ରାଜ୍ୟସ୍ତରୀୟ ପରେଡ୍ ସମାରୋହ ସ୍ଥଳକୁ ଚାଲି ଚାଲି ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ତେବେ, ସେ ଗାନ୍ଧିମାର୍ଗ ସ୍ଥିତ ସମାରୋହ ସ୍ଥଳ ମଂଚ ନିକଟକୁ ସରକାରୀ ଗାଡିରେ ନ ଆସି ଚାଲି ଚାଲି ପଂହଚିଥିଲେ । ସମାରୋହ ସ୍ଥଳ ମଂଚକୁ ଯିବା ପାଇଁ ସେ କାରରୁ ଓହ୍ଲାଇ ପଡି ଚାଲି ଚାଲି ଯାଇଥିଲେ ।

Comments are closed.