ମହିଳା ଏସିଆ କପ୍ ହକିରେ କାଂସ୍ୟ ବିଜେତା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓମାନର ମସ୍କାଟଠାରେ ଚାଲିଥିବୀ ମହିଳା ଏସିଆକ କପ୍ ହକିରେ ଭାରତୀୟୟ ଦଳ , ଚୀନକୁ ୨-୦ ଗୋଲରେ ହରାଇ କାଂସ୍ୟ ପଦକ ହାସଲ କରିଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଚମତ୍କାର ପ୍ରଦର୍ଶନ ସହ ଦେଶ ପାଇଁ ଭାରତୀୟ ଦଳ ଆଗକୁ ଆହୁରି ସମ୍ମାନ ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.