ତିରୋଧାନ ଦିବସରେ ବାପୁଙ୍କୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାନ୍ତି ଓ ଅହିଂସାର ପ୍ରବାଦ ପୁରୁଷଙ୍କ ଅମର ନୀତି ଓ ଆଦର୍ଶ ସମସ୍ତଙ୍କୁ ଉଚିତ ମାର୍ଗରେ ପରିଚାଳିତ କରୁଥିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି । ଏଥିସହ ସହିଦ ଦିବସରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସବୁ ସହିଦଙ୍କୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.