ବଜେଟ୍ ୨୦୨୨-ମୁଖ୍ୟାଂଶ

ନୂଆଦିଲ୍ଲୀ -କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି ।

ଆସନ୍ତୁ ନଜର ପକାଇବା ବଜେଟ୍ ମୁଖ୍ୟାଂଶ ଉପରେ ।

. ଛାତ୍ରଛାତ୍ରୀମାନଙ୍କ ପାଇଁ ପିଏମ-ଇ ବିଦ୍ୟା ଯୋଜନା
. ପାଠପଢା ପାଇଁ ୨୦୦ ଟିଭି ଚ୍ୟାନେଲ
. ବିଦ୍ୟୁତଚାଳିତ ଗାଡି ପାଇଁ ସ୍ପେଶାଲ ଜୋନ୍
. ୫ଜି ସେବା ପାଇଁ ସ୍ପେକ୍ଟ୍ରମ ଆବଂଟନ
. ଡାକଘରେ ମିଳିବ ଏଟିଏମ ସୁବିଧା
. ପିଏମ ଆବାସ ଯୋଜନାରେ ୮୦ ଲକ୍ଷ ନୂଆ ଘର ଦିଆଯିବ

. ଆଇଆଇଟି ପିଲାଙ୍କୁ ଦିଆଯିବ ଡ୍ରୋନ ଟ୍ରେନିଂ

. ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ୱବିଦ୍ୟାଳୟ

. ସ୍କୁଲର ସବୁ ଶ୍ରେଣୀଗୃହରେ ଲାଗିବ ସିସିଟିଭି

. ୨ ଲକ୍ଷ ଅଙ୍ଗନବାଡ କେନ୍ଦ୍ରର ହେବ ଉନ୍ନତିକରଣ

. ସକ୍ଷମ ଯୋଜନାରେ ହେବ ଅଙ୍ଗନବାଡି କେନ୍ଦ୍ରର ଉନ୍ନତିକରଣ

– ଦେଶର ୭୫ଟି ଜିଲ୍ଲାରେ ଖୋଲିବ ଡିଜିଟାଲ ବ୍ୟାଙ୍କିଂ ୟୁନିଟ

– କୋର୍ ବ୍ୟାଙ୍କିଂ ଦ୍ୱାରା ଦେଶରେ ଦେଢ ଲକ୍ଷ ନୂଆ ଡାକଘର ଯୋଡି ହେବ

– ୨୦୨୨-୨୩ ଆର୍ଥିକ ବର୍ଷରେ ଏଲଆଇସିର ପିଆଇଓ ଶୀଘ୍ର ଅଣାଯିବ

– ଡ୍ରୋନ ଜରିଆରେ ତ୍ୱରାନ୍ୱିତ ହେବ କୃଷିକାର୍ଯ୍ୟ

– କେମିକାଲ ଫ୍ରି ନ୍ୟାଚୁରାଲ ଫାର୍ମିଂକୁ ପ୍ରୋତ୍ସାହନ

– କୃଷି ବିଶ୍ୱବିଦ୍ୟାଳୟ ଉପରେ ଗୁରୁତ୍ୱ, କୃଷିକ୍ଷେତ୍ର ଷ୍ଟାର୍ଟଅପକୁ ଅନୁଦାନ ଦେବ ନାବାର୍ଡ

– ଦେଶରେ ଆସନ୍ତା ୩ ବର୍ଷରେ ଚାଲିବ ଆଉ ୪ ଶହ ବନ୍ଦେ ଭାରତ ଏକ୍ସପ୍ରେସ

– ପାହାଡିଆ ଅଂଚଳରେ ଚାଲିବ ପର୍ବତମାଳା ରୋପ୍ ୱେ

– ରାଜ୍ୟଗୁଡିକୁ ଦିଆଯିବ ୧ ଲକ୍ଷ କୋଟିର ସୁଧମୁକ୍ତ ଋଣ

– ରିଜର୍ଭ ବ୍ୟାଙ୍କ ପ୍ରଚଳନ କରିବ ଡିଜିଟାଲ ମୁଦ୍ରା

– ବ୍ଲକ ଚେନ୍ ଟେକ୍ନୋଲୋଜି ଆଧାରରେ ଡିଜିଟାଲ୍ ମୁଦ୍ରା

– ପ୍ରତିରକ୍ଷା କ୍ଷେତ୍ରରେ ୬୮ ପ୍ରତିଶତ ଯାଏଁ ରହିପାରିବ ଘରୋଇ ଭାଗିଦାରୀ

– ପ୍ରତିରକ୍ଷା ଉପକରଣ ଆମଦାନୀ ହ୍ରାସ କରାଯିବ

– କୋଅପରେଟିଭ ଟିକସ ୧୫ ପ୍ରତିଶତକୁ ହ୍ରାସ

– ପୂର୍ବରୁ କୋଅପରେଟିଭ ଟିକସ ୧୮ ଦଶମିକ ୫ ପ୍ରତିଶତ ଥିଲା

– କୋଅପରେଟିଭ ଟିକସ ସରଚାର୍ଜ ୭ ପ୍ରତିଶତକୁ ହ୍ରାସ

– ରାଜ୍ୟ କର୍ମଚାରୀମାନଙ୍କ ଏନପିଏସ ଟିକସର ରିହାତି ସୀମା ୧୦ରୁ ୧୪ ପ୍ରତିଶତ ବୃଦ୍ଧି

-ଦିବ୍ୟାଙ୍ଗମାନଙ୍କୁ ମିଳିବ ଟିକସ ରିହାତି

– ସବୁ ଘରକୁ ପାନୀୟ ଜଳ ପାଇଁ ୬୦ ହଜାର କୋଟି ଟଙ୍କା

-୨୦୨୨-୨୩ ବର୍ଷରେ ଗ୍ରୀନ୍ ବଣ୍ଡ୍ ଜାରି କରିବେ ସରକାର

– ଗ୍ରୀନ୍ ବଣ୍ଡ୍‌ରୁ ମିଳିବାକୁ ଥିବା ଅର୍ଥ ପରିବେଶ ସଂରକ୍ଷଣରେ ଖର୍ଚ୍ଚ ହେବ

– ଡିଜିଟାଲ କରେନ୍ସି ଆୟ ଉପରେ ଲାଗିବ ୩୦ ପ୍ରତିଶତ ଟିକସ

– ଭର୍ଚୁଆଲ ଡିଜିଟାଲ ଆସେଟ୍ସରେ ଲାଗିବ ୩୦ ପ୍ରତିଶତ ଟିକସ

– ଆୟକର ସ୍ଲାବ ଅପରିବର୍ତ୍ତିତ

-କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମା ଅପରିବର୍ତ୍ତିତ

-ବାର୍ଷିକ ଅଢେଇ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଲାଗିବ ନାହିଁ

– କର୍ମଚାରୀଙ୍କ ପେନସନରେ ଟିକସ ଛାଡ ଘୋଷଣା

-ଆୟକର ରିଟର୍ଣ୍ଣରେ ଥିବା ଭୁଲ ସୁଧାରିବାକୁ ସୁଯୋଗ ମିଳିବ

-ଦୁଇ ବର୍ଷ ମଧ୍ୟରେ ଭୁଲ ସୁଧାର ହୋଇପାରିବ

-ବୈଦ୍ୟୁତିକ ଉପକରଣ ଯନ୍ତ୍ରାଂଶ ଉପରେ କଷ୍ଟମ ଡ୍ୟୁଟି କୋହଳ

– ଶସ୍ତା ହେବ ଚମଡା, କପଡା ସାମଗ୍ରୀ

-ଗହଣା ଓ ରତ୍ନ ପଥର ଉପରୁ ସୀମା ଶୁଳ୍କ ୫ ପ୍ରତିଶତକୁ ହ୍ରାସ

-୬୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ପାଇଁ ବଜେଟରେ ଘୋଷଣା

Comments are closed.