ଗୀତା ମାହାତ୍ମ୍ୟ: ଯଦୃଛ୍ୱ ଲାଭ ସନ୍ତୁଷ୍ଟା ଦ୍ଵନ୍ଦତିତୋ ବିମତ୍ସର। ସମହ ସିଦ୍ଧା ବସିଦ୍ଧଉ ଚ କ୍ରୁତ୍ୱାପି ନ ନିବାଧ୍ୟତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଯଦୃଛ୍ୱ ଲାଭ ସନ୍ତୁଷ୍ଟା ଦ୍ଵନ୍ଦତିତୋ ବିମତ୍ସର।
ସମହ ସିଦ୍ଧା ବସିଦ୍ଧଉ ଚ କ୍ରୁତ୍ୱାପି ନ ନିବାଧ୍ୟତେ।।

ହେ ଅର୍ଜ୍ଜୁନ ! ଯିଏ ବିନା ଇଚ୍ଛାରେ ସ୍ୱତଃ ମିଳୁଥିବା ପଦାର୍ଥରେ ସନ୍ତୁଷ୍ଟ ରୁହନ୍ତି, ଯିଏ ସର୍ଵଥା ଈର୍ଷାଶୁନ୍ୟ ହୋଇ ଯାଇଛନ୍ତି, ଯିଏ ହର୍ଷ ଶୋକ ଆଦି ଦ୍ଵନ୍ଦରୁ ସର୍ଵଥା ଅତୀତ ହୋଇ ଯାଇଛନ୍ତି, ସିଦ୍ଧି ଓ ଆସିଦ୍ଧି ରେ ସମ ରହୁଥିବା ସେହି କର୍ମଯୋଗୀ କର୍ମକରି ମଧ୍ୟ ସେଥିରେ ବାନ୍ଧି ହୁଅନ୍ତି ନାହିଁ, ଅର୍ଥାତ ସେ କର୍ମ ବନ୍ଧନରେ ପଡନ୍ତି ନାହିଁ।

ଅନ୍ତଃକରଣ ଓ ଇନ୍ଦ୍ରିୟ ମାନଙ୍କ ସହ ଶରୀରକୁ ଜୟ କରି ଦେଇଛନ୍ତି, ସେହି ଆଶା ରହିତ ପୁରୁଷ କେବଳ ଶରୀର ସମ୍ବନ୍ଧୀ କର୍ମ କରୁଥିଲେ ମଧ୍ୟ ପାପଭାଗି ହୁଅନ୍ତି ନାହିଁ।

( ଗୀତା ୪ର୍ଥ ଅ। ୨୨ଶ ଶ୍ଲୋକ )

Comments are closed.