ପୁରୀ ଜିଲ୍ଲାରେ ୫ଟି ବୁଥରେ ହେବ ସାନି ମତଦାନ

ପୁରୀ- ଗଣ୍ଡଗୋଳ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିବା ପୁରୀ ଜିଲ୍ଲାର ୫ଟି ବୁଥରେ ସାନି ମତଦାନ ପାଇଁ ସୁପାରିସ କରିଛନ୍ତି ଜିଲ୍ଲାପାଳ ।

କଣାସ ବଡାଲର ୫,୭,୮ ନମ୍ବର ବୁଥ, କୃଷ୍ଣପ୍ରସାଦ ଅଲଣ୍ଡାର ୮ ନମ୍ବର ଓ ବ୍ରହ୍ମଗିରି ଚାପମାଣି କାସିଝାରିଆ ୯ ନମ୍ବର ବୁଥରେ ଆସନ୍ତା ୨୩ରେ ସାନି ମତଦାନ ପାଇଁ ସୁପାରିସ କରାଯାଇଛି ।

Comments are closed.