ଭିଜିଲାନ୍ସ ଜାଲରେ ଟ୍ୟାକ୍ସ କଲେକ୍ଟର

ବରଗଡ଼- ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଟ୍ୟାକ୍ସ କଲେକ୍ଟର । ପଦ୍ମପୁର NACର ଟ୍ୟାକ୍ସ କଲେକ୍ଟର ଦୀନବନ୍ଧୁ ପଣ୍ଡା ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ । ହୋଲଡିଂ ଟ୍ୟାକ୍ସ ରଫାଦଫା ପାଇଁ ଦୀନବନ୍ଧୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।

Comments are closed.