ଟ୍ରକକୁ ଧକ୍କା ଦେଲା ବସ୍, ୩୩ ଶ୍ରମିକ ଆହତ

ରାୟଗଡ଼ା: ରାୟଗଡ଼ାରେ ସଡ଼କ ଦୁର୍ଘଟଣା । ଟ୍ରକ୍‌କୁ ବସ୍ ଧକ୍କା ଦେବାରୁ ୩୩ ଶ୍ରମିକ ଆହତ ହୋଇଛନ୍ତି । ଆହତ ଶ୍ରମିକମାନେ ଶ୍ରୀକାକୁଲମ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ରାୟଗଡାରୁ ତାମିଲନାଡୁକୁ ସେମାନେ ଦାଦନ ଖଟିବାକୁ ଯାଉଥିଲେ । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା ।

Comments are closed.