ବନ୍ଧା ହେଲେ ସହକାରୀ ଯନ୍ତ୍ରୀ ମନୋଜ ପାତ୍ର

ଭୁବନେଶ୍ୱର- କୁବେର ଯନ୍ତ୍ରୀ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବନ୍ଧା ହୋଇଛନ୍ତି କୋରାପୁଟର ସୁନାବେଡ଼ା NACର ସହକାରୀ ଯନ୍ତ୍ରୀ ମନୋଜ ପାତ୍ର ।
ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଗତ କିଛିଦିନ ଧରି ମନୋଜଙ୍କ ୬ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ମନୋଜଙ୍କ ଘରୁ ଜବତ ହୋଇଥିଲା ନଗଦ ୨୮.୬୧ ଲକ୍ଷ ଟଙ୍କା । ୧୧.୪୪ ଲକ୍ଷ ଟଙ୍କାର ସୁନାଗହଣା ମଧ୍ୟ ଜବତ କରିଛି ଭିଜିଲାନ୍ସ ।

Comments are closed.