୩୧୫ ଆସନର ଟ୍ରେଣ୍ଡ, ବିଜେଡି ୨୬୩ ଆସନରେ ଆଗୁଆ

ଭୁବନେଶ୍ୱର – ପଞ୍ଚାୟତ ନିର୍ବାଚନର ଆଜି ଗଣତି ହେଉଥିବା ସମସ୍ତ ୩୧୫ ଜିଲ୍ଲା ପରିଷଦ ଆସନର ଟ୍ରେଣ୍ଡ ଆସିଛି । ୨୬୩ ଜୋନ୍‌ରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେପି ମାତ୍ର ୨୯ଟି ଜୋନ୍‌ରେ ଆଗରେ ରହିଛି । ୧୭ଟି ଜୋନ୍‌ରେ ଆଗରେ ରହିଛି କଂଗ୍ରେସ ।

Comments are closed.