ବିଜେଡି ୬୬୪ ଆସନରେ ବିଜୟୀ/ ଆଗୁଆ, ସବୁ ଜିଲ୍ଲାରେ ପରିଷଦ ଗଠନ କରିବ ଦଳ

ଭୁବନେଶ୍ୱର – ପଂଚାୟତ ନିର୍ବାଚନର ତୃତୀୟ ଦିନର ସଦ୍ୟତମ ଗଣତି ସୁଦ୍ଧା ବିଜେଡି- ୭୬୪ ଆସନରେ ବିଜୟୀ/ଆଗୁଆ ରହିଛି । ବିଜେପି- ୪୩ ଆସନରେ ବିଜୟୀ/ଆଗୁଆ ରହିଥିବା ବେଳେ କଂଗ୍ରେସ ୩୭ ଓ ଅନ୍ୟାନ୍ୟ ୭ ଜିଲ୍ଲା ପରିଷଦ ଆସନରେ ବିଜୟୀ/ଆଗୁଆ ରହିଛନ୍ତି ।

Comments are closed.