ଅଭିନେତା ଶ୍ରୀତମ ଦାସ ସିଏମସି ପାଇଁ ବିଜେପିର ମେୟର ପ୍ରାର୍ଥୀ

ଭୁବନେଶ୍ୱର- ଅଭିନେତା ଶ୍ରୀତମ ଦାସ ବିଜେପି ପକ୍ଷରୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ହୋଇଛନ୍ତି । ଶ୍ରୀତମଙ୍କୁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବରୁ କଂଗ୍ରେସ ଓ ବିଜେଡି କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । କଂଗ୍ରେସ ପକ୍ଷରୁ ଗିରିବାଳା ବେହେରା ଓ ବିଜେଡି ପକ୍ଷରୁ ସୁବାସ ସିଂ ସିଏମସି ପ୍ରାର୍ଥୀ ହୋଇଛନ୍ତି ।

Comments are closed.