ଆଉ ଏକ ଠକେଇ: ଚିଟଫଣ୍ଡ ସଂସ୍ଥା ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର – ଭୁବନେଶ୍ବରରେ ୧୫ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ହ୍ୟୁମାନ ୱେଲଫେୟାର କ୍ରେଡିଟ ଆଣ୍ଡ ଥ୍ରିଫ୍ଟ କୋପରେଟିଭ ସୋସାଇଟି ଲିମିଟେଡ୍ ନିର୍ଦ୍ଦେଶକ ତପନ ସାମନ୍ତଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା- EOW। ବିଭିନ୍ନ ସ୍କିମ୍‌ର ଲୋଭ ଦେଖାଇ ସେ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ସୋର ଅଞ୍ଚଳର ଶୁକଦେବ ହୋତା ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ସାମନ୍ତଙ୍କୁ ଗିରଫ କରାଯାଇଛି ।

Comments are closed.