ଗୀତା ମାହାତ୍ମ୍ୟ: ଶକନୋତିହୈବ ଯାଃ ସୋଢୁମ ପ୍ରାକଶରୀର ବିମୋକ୍ଷଣାତ। କାମକ୍ରୋଧଦଭଵଂ ବେଗଂ ସଯୁକ୍ତ ସ ସୁଖୀ ନରଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଶକନୋତିହୈବ ଯାଃ ସୋଢୁମ ପ୍ରାକଶରୀର ବିମୋକ୍ଷଣାତ।
କାମକ୍ରୋଧଦଭଵଂ ବେଗଂ ସଯୁକ୍ତ ସ ସୁଖୀ ନରଃ।।

ହେ ଅର୍ଜ୍ଜୁନ ! ଯେଉଁ ସାଧକ ଶରୀର ନାଶ ହୋଇଯିବା ପୂର୍ବରୁ ହିଁ ଏହି ମନୁଷ୍ୟ ଶରୀରରେ କାମକ୍ରୋଧରୁ ଉତ୍ପନ୍ନ ହେଉଥିବା ବେଗ ସହି ଯିବାକୁ ସମର୍ଥ ହୋଇଯାଆନ୍ତି, ସେହି ପୁରୁଷ ଯୋଗୀ, ସେ ସୁଖୀ।

( ଗୀତା ୫ମ ଅ। ୨୩ଶ ଶ୍ଲୋକ )

Comments are closed.