ମତାଧିକାର ସାବ୍ୟସ୍ତ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର- ଆଜି ପୈ।ର ନିର୍ବାଚନ ପାଇଁ ସକାଳ ୮ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି ‌। ତିନି ମହାନଗରର ନିଗମ ନିର୍ବାଚନ ପାଇଁ ବି ଆରମ୍ଭ ହୋଇଛି ମତଦାନ ‌। ଭୁବନେଶ୍ୱର ମହାନଗର ନିଗମ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଆରମ୍ଭ ହୋଇଛି । ଶୀଘ୍ର ମତଦାନ କରିଥିବା ଭୋଟରଙ୍କ ମଧ୍ୟରେ ଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ । ରାଜଧାନୀର ୟୁନିଟ ୬ ଆଦର୍ଶ ବୁଥରେ ପରିବାର ସହ ମତାଧିକାର ସାବ୍ୟସ୍ତ କରିଛନ୍ତି ୫-ଟି ସଚିବ ।

୫ଟି ସଚିବଙ୍କ ସହ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

Comments are closed.