ଭୋଟ ଗଣତି:ବିଜେଡି ବହୁ ଆଗରେ

ଭୁବନେଶ୍ୱର- ପୈ।ର ଭୋଟ ଗଣତି ର ପ୍ରାରମ୍ଭିକ ଟ୍ରେଣ୍ଡରେ କାଉନସିଲର ଓ କର୍ପୋରେଟର ଆସନରେ ବିଜେଡି ବହୁ ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ୨୨୩ ଆସନରେ ବିଜେଡି ଆଗୁଆ ଥିବାବେଳେ ୩୪ ଆସନରେ ବିଜେପି ଆଗୁଆ । ୧୪ ଆସନରେ କଂଗ୍ରେସ ଓ ୧୩ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି ।

Comments are closed.