ପୌର ନିର୍ବାଚନ ରାୟ

ଭୁବନେଶ୍ୱର- ବୌଦ୍ଧ ଏନଏସିରେ ବିଜେଡି ଚେୟାରପର୍ସନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ମୃତ୍ୟୁଞ୍ଜୟ ମିଶ୍ର ୧୩୪୦ ଭୋଟରେ ବିଜୟୀ । କଂଗ୍ରେସ ପ୍ରାର୍ଥୀ ଗଣେଶ କୁମାର ଅଗ୍ରୱାଲଙ୍କୁ ହରାଇଛନ୍ତି ମୃତ୍ୟୁଞ୍ଜୟ ।

ଅନୁଗୁଳ ମ୍ୟୁନିସିପାଲିଟିରେ ଓ୍ବାର୍ଡ-୧ରେ ବିଜେଡି ବିଜୟୀ ହୋଇଛନ୍ତି । ଅନୁଗୁଳ ମ୍ୟୁନିସିପାଲିଟିରେ ଓ୍ବାର୍ଡ-୨, ଓ୍ବାର୍ଡ-୩ ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

Comments are closed.