ଚିଟଫଣ୍ଡ ଠକେଇ ସଂସ୍ଥାର ଆଞ୍ଚଳିକ ମୁଖ୍ୟ ଗିରଫ

ଭୁବନେଶ୍ୱର- ସକ୍‌ସେସ୍‌ ଅନଲାଇନ ସର୍ଭିସ ସିଷ୍ଟମ ଚିଟଫଣ୍ଡ ଠକେଇ ମାମଲାରେ ସଂସ୍ଥାର ଆଞ୍ଚଳିକ ମୁଖ୍ୟ ନିଖିଳାନନ୍ଦ ପଶୁପାଳକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ରାଞ୍ଚ ଅଫିସ ଖୋଲି ଲୋକଙ୍କୁ ଠକିଥିଲା ସଂସ୍ଥା ।

ଜମାକାରୀଙ୍କ ଠାରୁ ୫୦୦ କୋଟି ଠକେଇ କରି ତିଆରି ହୋଇଥିଲା ଭୋଜପୁରୀ ଫିଲ୍ମ ।

Comments are closed.