ପୁଣି ବଢିଲା ତୈଳ ଦର, ୧୩ ଦିନରେ ୧୧ ଥର

ନୂଆଦିଲ୍ଲୀ- ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ୧୩ ଦିନ ଭିତରେ ୧୧ ଥର ପାଇଁ ବଢ଼ିଲା ତୈଳ ଦର । ଦିଲ୍ଲୀରେ ୮୦ ପଇସା ଲେଖାଏଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ । ମୁମ୍ବାଇରେ ପେଟ୍ରୋଲ ୮୪ ଓ ଡିଜେଲ ୮୫ ପଇସା ବଢିଥିଲା ବେଳେ ଚେନ୍ନାଇରେ ୭୫ ପଇସା ଲେଖାଏଁ ବଢ଼ିଛି ପେଟ୍ରୋଲ/ଡିଜେଲ । କୋଲକାତାରେ ପେଟ୍ରୋଲ ୮୪ ଓ ଡିଜେଲ ୮୦ ପଇସା ବଢ଼ିଛି । ଏଥିସହ ଗତ ୧୩ ଦିନରେ ତୈଳ ଦର ୮ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି ।

Comments are closed.