ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଜୌଂ ମୋ ପର ପ୍ରସନ୍ନ ସୁଖରାସୀ ।
ଜାନିଅ ସତ୍ୟ ମୋହି ନିଜ ଦାସୀ ॥
ତୌ ପ୍ରଭୁ ହରହଙ ମୋର ଅଗ୍ୟାନା ।
କହି ରଘୁନାଥ କଥା ବିଧଗ ନାନା ॥

ଭାବାର୍ଥ :- ମାତା ପାର୍ବତୀ ଶ୍ରୀଶିବଙ୍କୁ କହିଲେ, ହେ ସୁଖ ସାଗର ! ଆପଣ ଯଦି ସତରେ ମୋ ଉପରେ ପ୍ରସନ୍ନ ଅଛନ୍ତି, ଯଦି ସତରେ ମୋତେ ନିଜର ସେବିକା ଅର୍ଥାତ୍ ନିଜର ସଚ୍ଚା ଦାସୀରୂପେ ଜାଣିଛନ୍ତି, ତେବେ ହେ ପ୍ରଭୁ ! ଆପଣ ଶ୍ରୀରଘୁନାଥଙ୍କ ସମସ୍ତ କଥା କହି ମୋର ଅଜ୍ଞାନତାକୁ ଦୂରକରନ୍ତୁ ।

Comments are closed.