ଦୁଇ ଦିନ ବନ୍ଦ ରହିବ ଏମ୍ସ ଓପିଡି

ଭୁବନେଶ୍ୱର – ଆସନ୍ତାକାଲି ଓ ୧୫ ତାରିଖ ଦୁଇଦିନ ଧରି ବନ୍ଦ ରହିବ ଭୁବନେଶ୍ୱର ଏମ୍ସର ବର୍ହି ବିଭାଗ ବା ଓପିଡି। ମହାବୀର ଜୟନ୍ତୀ ଓ ଗୁଡ୍ ଫ୍ରାଇଡେ୍ ପଡୁଥିବାରୁ ଏହି ଦୁଇଦିନ ଓପିଡି ସେବା ବନ୍ଦ ରହିବ। ଏନେଇ ଏମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ତେବେ ରୋଗୀଙ୍କ ପାଇଁ ଏପ୍ରିଲ ୧୪ ଓ ୧୫ ତାରିଖରେ ଜରୁରୀକାଳୀନ ସେବା ପୂର୍ବ ଭଳି ଜାରି ରହିବ ।

Comments are closed.