କଏଦୀଙ୍କୁ ନିମ୍ନମାନର ଖାଦ୍ୟ ମାମଲାରେ ଜେଲର ସସପେଣ୍ଡ୍

କୋରାପୁଟ – କୋରାପୁଟ ସବ୍‌ଜେଲର ଜେଲର ଗଗନ ବିହାରୀ ସାହୁଙ୍କୁ ସସପେଣ୍ଡ୍ କରାଯାଇଛି ।ସବ୍‌ଜେଲରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା, ଶୌଚାଳୟ ବ୍ୟବହାର ଉପଯୋଗୀ ନଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ସସପେଣ୍ଡ କରାଯାଇଛି ।
ହାଇକୋର୍ଟ ଜଷ୍ଟିସଙ୍କ ଯାଞ୍ଚରେ ଧରାପଡିଥିଲା ଅବ୍ୟବସ୍ଥା । ଏ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Comments are closed.