ନୟାଗଡ଼ରେ ଦଣ୍ଡଯାତ୍ରା ବେଳେ ଗଣ୍ଡଗୋଳ : ୧ ମୃତ, ୧୦ରୁ ଅଧିକ ଆହତ

ନୟାଗଡ଼ -ଦଣ୍ଡଯାତ୍ରା ବେଳେ ଗଣ୍ଡଗୋଳ । ଗତକାଲି ଦଣ୍ଡଯାତ୍ରା ଶୋଭାଯାତ୍ରା ବେଳେ ସିନ୍ଦୁରିଆ ଶିବ ମନ୍ଦିରରେ ବଚସାରୁ ଗଣ୍ଡଗୋଳ ହୋଇଥିଲା । ଏଥିରେ ଦୁର୍ଗାପ୍ରସାଦ ଗାଁର ନବୀନ ପରିଡ଼ାଙ୍କ ମୃତ୍ୟୁ ହୋଇଛି । ଦେଉଳପଲ୍ଲୀ ଗାଁ ଜମିରୁ ତାଙ୍କ ମୃତଦେହ ମିଳିଛି । ପୋଲିସ ଉପରେ ବି ଆକ୍ରମଣ ହୋଇଛି ।

IICଙ୍କ ମୁଣ୍ଡରେ ଆଘାତ ଲାଗିଛି । ୨ ଗାଁରେ ଫୋର୍ସ ମୁତୟନ କରାଯାଇଛି ।

Comments are closed.