ହ୍ଵାଟ୍ସଆପ୍‌ ଜାଲିଆତି ନେଇ କ୍ରାଇମବ୍ରାଞ୍ଚର ଆଲର୍ଟ

ଭୁବନେଶ୍ୱର – ଠକମାନେ ବ୍ୟବହାର କରୁଛନ୍ତି ନକଲି ହ୍ଵାଟ୍ସଆପ ଆକାଉଣ୍ଟ୍ । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁରେ ହେଉଛି ନକଲି ହ୍ଵାଟ୍ସଆପ ଆକାଉଣ୍ଟ । ନାମ, ଫଟୋ ଦେଇ ଟଙ୍କା, ଉପହାର କାର୍ଡ ମାଗୁଛନ୍ତି । ଏଥିପାଇଁ ସାବଧାନ କରିଛି କ୍ରାଇମବ୍ରାଞ୍ଚ, ଠକାମିର ଶିକାର ହେଲେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

Comments are closed.