ଆସନ୍ତା ୬ ତାରିଖରେ ଲଘୁଚାପ ସମ୍ଭାବନା Odiaଓଡ଼ିଶା By Newsroom Odisha Network On May 2, 2022 Share ଭୁବନେଶ୍ୱର – ଆସନ୍ତା ୪ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୬ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । Share FacebookTwitterGoogle+WhatsAppEmailPinterestReddIt
Comments are closed.