ମାଲକାନଗିରିରେ ଆଜି ସ୍କୁଲ ଛୁଟି

ମାଲକାନଗିରି -ବାତ୍ୟା ଅସାନି ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ଆଜି ମାଲକାନଗିରିରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଆଜି ବନ୍ଦ ରହିବ । ମାଲକାନଗିରି ଜିଲ୍ଲାପାଳ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.