ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି, ଜୁନ ୧୩ରେ ଭୋଟ୍

ଭୁବନେଶ୍ୱର – ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । କଟକ ମେୟର ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ଆସନ ପାଇଁ ଉପନିର୍ବାଚନ ହେବ । ଉପନିର୍ବାଚନ ପାଇଁ ମେ ୨୬ରୁ ଜୁନ୍ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ । ଜୁନ୍ ୩ରେ ନାମାଙ୍କନ ଯାଞ୍ଚ ଓ ୬ ଜୁନ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ହୋଇପାରିବ । ଜୁନ ୧୩ ତାରିଖରେ ଭୋଟ ଗ୍ରହଣ ହେବ ।

Comments are closed.