ଗୀତା ମାହାତ୍ମ୍ୟ: ନାତ୍ୟସ୍ନତସ୍ତୁ ଯୋଗୋସ୍ତି ନ ଚୈକାନ୍ତମନସ୍ନତଃ। ନ ଚାତି ସ୍ୱପ୍ନଶୀଲସ୍ୟ ଜାଗ୍ରତୋ ନୈବ ଚାର୍ଜୁନ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ନାତ୍ୟସ୍ନତସ୍ତୁ ଯୋଗୋସ୍ତି ନ ଚୈକାନ୍ତମନସ୍ନତଃ।
ନ ଚାତି ସ୍ୱପ୍ନଶୀଲସ୍ୟ ଜାଗ୍ରତୋ ନୈବ ଚାର୍ଜୁନ।।

ହେ ଅର୍ଜ୍ଜୁନ ! ଯିଏ ବହୁତ ଭୋଜନ କରେ କିମ୍ବା ଆଦୌ ଭୋଜନ କରେ ନାହିଁ, ଯିଏ ବହୁତ ଶୁଏ କିମ୍ବା ଆଦୌ ଶୁଏ ନାହିଁ, ତା ଦ୍ୱାରା ଏହି ଯୋଗ ସିଦ୍ଧ ହୁଏ ନାହିଁ।
( ଗୀତା ୬ଷ୍ଠ ଅ )

Comments are closed.