ଶ୍ରୀରିମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ପ୍ରନବଉଁ ସୋଇ କୃପାଲ ରଘୁନାଥା ।
ବରନଉଁ ବିସଦ ତାସୁ ଗୁନ ଗାଥା ॥
ପରମ ରମ୍ୟ ଗିରିବରୁ କୈଲାସୁ ।
ସଦା ଜହାଁ ସିବ ଉମା ନିବାସୁ ॥
॥ ବାଲ କାଣ୍ଡ ॥

ଭାବାର୍ଥ:- ମୁଁ (ଯାଜ୍ଞବଳକ୍ୟ) କୃପାଳୁ ପ୍ରଭୁ ଶ୍ରୀରଘୁନାଥଙ୍କୁ ପ୍ରଣାମ କରୁଛି, ଆଉ ତାଙ୍କର ହିଁ ନିର୍ମଳ ପବିତ୍ର ଗୁଣର କଥା କହୁଛି । କୈଳାଶ ପର୍ବତ ପର୍ବତରାଜ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଆଉ ବହୁତ ରମଣୀୟ ଅଟେ ଯେଉଁଠି ହରପାର୍ବତୀ ସବୁ ସମୟରେ, ସବୁ ଯୁଗରେ ନିବାସ କରିଥାଆନ୍ତି ।

Comments are closed.