ବ୍ରଜରାଜନଗର ଭୋଟ ଗଣତି : ବିଜେଡି ଆଗୁଆ

ବ୍ରଜରାଜନଗର- ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି ଚାଲିଛି । ପ୍ରଥମ ରାଉଣ୍ଡ ଳଗଣନା ଚାଲିଥିବା ବେଳେ ଆଗରେ ଅଛି ବିଜେଡି । ବିଜେଡିର ଅଳକା ମହାନ୍ତିଙ୍କୁ ୪୭୩୩ ଭୋଟ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୧୧୪୪ ଓ କଂଗ୍ରେସର କିଶୋର ପଟେଲଙ୍କୁ ମିଳିଛି ୧୦୧୪ ଭୋଟ ।

ବ୍ରଜରାଜନଗର ଉପନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରଥମ ରାଉଣ୍ଡରେ ୩,୫୮୯ ଭୋଟରେ ଆଗୁଆ ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତି ‌।

Comments are closed.