ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ସଂଭୁ ଦୀହ୍ନ ଉପଦେଶ ହୀତ ନହିଂ ନାରଦହି ସୋହାନ । ଭରଦ୍ବଜ କୌତୁକ ସୁନହୁ ହରି ଇଚ୍ଛା ବଳବାନ ॥

ଭାବାର୍ଥ :- ଯଦିଓ ଶ୍ରୀଶିବ ଏହି ମଙ୍ଗଳମୟ ଶିକ୍ଷା ନାରଦମୁନୀଙ୍କୁ ଦେଲେ , ପରନ୍ତୁ ଏହା ନାରଦଙ୍କୁ ଭଲ ଲାଗିଲା ନାହିଁ । ମହର୍ଷି ଜାଜ୍ଞବଳ୍କ୍ୟ କହିଲେ, ହେ ଭରଦ୍ବାଜ ! ଏବେ ଯେଉଁ କୌତୁକିଆ ନାଟକବାଜୀ ହେଲା ତାକୁ କହୁଛି, ଶୁଣନ୍ତୁ । ମନେରଖ, ସବୁ ସମୟରେ ପ୍ରଭୁ ଶ୍ରୀହରିଙ୍କ ଇଛା ହିଁ ସବୁଠାରୁ ବଳବାନ ଅଟେ ।

Comments are closed.