ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଅତି ଆରତି କହି କଥା ସୁନାଈ ।
କରହୁ କୃପା କରି ହୋହୁ ସହାଈ ॥
ଆପନ ରୂପ ଦେହୁ ପ୍ରଭୁ ମୋହୀଂ ।
ଆନ ଭାଁତି ନହିଂ ପାବୌଂ ଓହୀ ॥

ଭାବାର୍ଥ :- ନାଧଦ ମୁନି ବହୁତ ଆର୍ତ୍ତ ଭାବ ସହିତ ବିନତି କରି ସବୁ କଥା କହି ଶୁଣାଇଲେ ଏବଂ ଶ୍ରୀବିଷ୍ଣୁଙ୍କୁ ପ୍ରାର୍ଥନା କଲେ ହେ ପ୍ରଭୁ କୃପା କରନ୍ତୁ, ଏବଂ କୃପା ପୁର୍ବକ ମୋର ସହାୟତା କରନ୍ତୁ । କୃପା ପୁର୍ବକ ଆପଣ ଆପଣଙ୍କର ସୌନ୍ଦର୍ଯ୍ୟମୟ ରୂପକୁ ମୋତେ ଦିଅନ୍ତୁ ଅନ୍ୟଥା ଅନ୍ୟ କୌଣସି ଉପାୟରେ ସେହି ସୁନ୍ଦରୀ ରାଜକନ୍ୟାକୁ ପାଇ ପାରିବି ନାହିଁ ।

Comments are closed.