ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନିରଞ୍ଜନ ବିଶି

ନୂଆଦିଲ୍ଲୀ – ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନିରଞ୍ଜନ ବିଶି । ଖାଲି ହୋଇଥିବା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ନିର୍ବାଚିତ ହୋଇଥିଲେ ବିଶି । ବିଜେଡି ଟିକେଟରେ ସେ ବିଜୟୀ ହୋଇଥିଲେ ‌। ରାଜ୍ୟସଭା ଉପନିର୍ବାଚନରେ ବିଜୟୀ ହୋଇଥିବା ଅନ୍ୟ ସଦସ୍ୟମାନେ ମଧ୍ୟ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କେୟା ନାଇଡୁ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।

Comments are closed.