ଲାଞ୍ଚ ନେବାବେଳେ ଭିଜିଲାନସ ହାତରେ ଧରାପଡିଲେ ବିଇଓ ମୁଖ୍ୟ କିରାଣୀ

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ପଡିଲେ କଳାହାଣ୍ଡି ଜିଲ୍ଲା କଳମପୁର ବ୍ଳକ ଶିକ୍ଷା ବିଭାଗର ମୁଖ୍ଯ କିରାଣି ଯୁଧିଷ୍ଠିର ହରିଜନ । ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ ବିଭାଗ ଧରିଛି । ଅବସରପ୍ରାପ୍ତ ଶିକ୍ଷକଙ୍କ ଜିପିଏଫ ଟଙ୍କା କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।

Comments are closed.