କୋରୋନା ସଂକ୍ରମଣ ବଢୁଥିବାରୁ ଚିନ୍ତା : ମାସ୍କ ପିନ୍ଧିବାକୁ ଲୋକଙ୍କୁ ବିଏମସିର ପରାମର୍ଶ

ଭୁବନେଶ୍ବର – କରୋନା ସଂକ୍ରମଣ ବଢୁଥିବାରୁ ଭୁବନେଶ୍ବର ମହାନଗର ନିଗମ -ବିଏମ୍‌ସି କୋଭିଡ କଟକଣା ଲଗାଇଛି । ଭୁବନେଶ୍ବରରେ ରହୁଥିଲେ କିମ୍ବା ବାହାରୁ ଭୁବନେଶ୍ବରକୁ ଆସୁଥିଲେ ମାସ୍କ ପରିଧାନ ପାଇଁ ପରାମର୍ଶ ଦେଇଛି ବିଏମସି । ଏଣିକି ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ସହ ୨ ମିଟର ସାମାଜିକ ଦୂରତ୍ବ ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସପିଂ ମଲ, ଦୋକାନରେ ସାମାଜିକ ଦୂରତ୍ବ ରଖିବାକୁ କୁହାଯାଇଛି ।

Comments are closed.