ଆଜିଠାରୁ ଓଜେଇଇ, ୫୮ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର- ଆଜିଠୁ ଓଜେଇଇ । ରାଜ୍ୟରେ ୬୧ ଓ ରାଜ୍ୟ ବାହାରେ କରାଯାଇଛି ୪ଟି ପରୀକ୍ଷା କେନ୍ଦ୍ର । ଓଜେଇଇ ପାଇଁ ୫୮ ହଜାର ପରୀକ୍ଷାର୍ଥୀ ପଞ୍ଜିକରଣ କରିଛନ୍ତି । କୋଭିଡ କଟକଣାରେ ହେବ ପରୀକ୍ଷା । ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ୧୧ଟା ଓ ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦, ତୃତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା‌ ଯାଏଁ ହେବ। ଆଜି ତିନୋଟି ଯାକ ସିଫ୍ଟରେ କେବଳ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି ପରୀକ୍ଷା ହେବ ।

Comments are closed.