ଗୀତା ମାହାତ୍ମ୍ୟ: ଜ୍ଞାନବିଜ୍ଞାନତୃପ୍ତତ୍ମା କୂଟସ୍ଥ ବିଜିତେନ୍ଦ୍ରିୟଃ। ଯୁକ୍ତ ଇତ୍ୟୁଚ୍ୟତେ ଯୋଗୀ ସମଲୋଷ୍ଟାଶ୍ମକାଞ୍ଚନ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଜ୍ଞାନବିଜ୍ଞାନତୃପ୍ତତ୍ମା କୂଟସ୍ଥ ବିଜିତେନ୍ଦ୍ରିୟଃ।
ଯୁକ୍ତ ଇତ୍ୟୁଚ୍ୟତେ ଯୋଗୀ ସମଲୋଷ୍ଟାଶ୍ମକାଞ୍ଚନ।।

ହେ ଅର୍ଜ୍ଜୁନ ! ଯାହାଙ୍କ ଅନ୍ତଃକରଣ ଜ୍ଞାନବିଜ୍ଞାନରେ ତୃପ୍ତ ,ଯାହାଙ୍କ ସ୍ଥିତି ବିକାରଶୁନ୍ୟ, ଯାହାଙ୍କ ଇନ୍ଦ୍ରିୟ ମାନେ ଭଲଭାବରେ ବଶୀଭୂତ ହୋଇଛନ୍ତି ଏବଂ ଯାହାଙ୍କ ପାଇଁ ମାଟି, ପଥର ଓ ସୁନା ସମାନ, ସେହି ଯୋଗୀ ଯୁକ୍ତ ଅର୍ଥାତ ଭଗବଦ ପ୍ରାପ୍ତ ବୋଲି କୁହାଯାନ୍ତି।

( ଗୀତା ୬ଷ୍ଠ ଅ। ୮ମ ଶ୍ଲୋକ )

Comments are closed.