ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ପ୍ରଭୁ ପରନ୍ତୁ ମୁଠି ମୋତି ଢିଠାଈ ।
ଜଦପି ଭଗତ ହିତ ତୁହ୍ମାହି ସୋହାଈ ॥
ତୁହ୍ମ ବ୍ରହ୍ମାଦି ଜନକ ଜଗ ସ୍ଵାମୀ ।
ବ୍ରହ୍ମା ସକଲ ଉର ଅନ୍ତରଜାମୀ ॥

ଭାବାର୍ଥ :- ପରନ୍ତୁ ହେ ପ୍ରଭୁ ! ବହୁତ ବଡପଣିଆର କଥା ଉଠୁଛି, ଯଦିଓ ସମସ୍ତ ଭକ୍ତଙ୍କ ମଙ୍ଗଳ କାମନା କରିବା ଆପଣଙ୍କ ସ୍ବଭାବ ! ଏହି ବଡପଣିଆର କଥା ଆପଣଙ୍କୁ ମଧ୍ୟ ଭଲଲାଗେ । ଆପଣ ବ୍ରହ୍ମା ଆଦି ସମସ୍ତ ଦେବତାଗଣଙ୍କୁ ସୃଷ୍ଟି କରି ପାରୁଥିବା ସମ୍ପ୍ରର୍ଣ୍ଣ ଜଗତର ସ୍ବାମୀ ଅଟନ୍ତି, ଆଉ ସମସ୍ତଙ୍କ ହୃଦୟ ଭିତରକୁ ଜାଣି ପାରୁଥିବା ପରଂବ୍ରହ୍ମ ଅଟନ୍ତି ॥

Comments are closed.