ଗୀତା ମାହାତ୍ମ୍ୟ: ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନମାତ୍ମନଃ। ନାତ୍ୟୁଛିତଂ ନାତିନିଛଂ ଚୈଲାଜିନ କୁଶୋତମମ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନମାତ୍ମନଃ।
ନାତ୍ୟୁଛିତଂ ନାତିନିଛଂ ଚୈଲାଜିନ କୁଶୋତମମ।।

ହେ ଅର୍ଜ୍ଜୁନ ! ଶୁଦ୍ଧଭୂମୀ ଉପରେ କ୍ରମଶଃ କୁଶ, ତା ଉପରେ ମୃଗଚର୍ମ ଓ ତା ଉପରେ ବସ୍ତ୍ର ବିଛାଇ, ଅତି ଉଚ୍ଚା କିମ୍ବା ଅତି ନିଚା ନ କରି, ନିଜର ଆସନ ସ୍ଥିର କରି ପକାଇ, …..

( ଗୀତା ୬ଷ୍ଠ ଅ। ୧୧ଶ ଶ୍ଲୋକ )

Comments are closed.