ରାଜ୍ୟରେ ଆଉ ୮୭୦ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଆଉ ୮୭୦ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୫୭ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ‌। ସଙ୍ଗରୋଧରୁ ୫୦୯ ଓ ସ୍ଥାନୀୟ ୩୬୧ ପଜିଟିଭ ଚିହ୍ନଟ ହୋଇଛନ୍ତି।

ବାଲେଶ୍ବରରୁ ୧୦,ବରଗଡ଼ରୁ ୩୬, ଭଦ୍ରକରୁ ୮, ବଲାଙ୍ଗୀରରୁ ୪୫, ବୈ।ଦ୍ଧରୁ ୬, କଟକରୁ ୨୦, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨, ଗଜପତିରୁ ୬, ଗଞ୍ଜାମରୁ ୧, ଜଗତସିଂହପୁରରୁ ୫, ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୨୩, କଳାହାଣ୍ଡିରୁ ୬୩,କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୧୪୦, କୋରାପୁଟରୁ ୫, ମୟୂରଭଞ୍ଜରୁ ୫୯, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୨୧, ନୂଆପଡ଼ାରୁ ୧୨, ପୁରୀରୁ ୨,
ରାୟଗଡରୁ ୧୪, ସମ୍ବଲପୁରରୁ ୭୨, ସୋନପୁରରୁ ୧୬ , ସୁନ୍ଦରଗଡ଼ରୁ ସର୍ବାଧିକ ୨୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୨୭ଟି ମାମଲା ରିପୋର୍ଟ କରାଯାଇଛି । ରାଜ୍ୟରେ ଏବେ ସକ୍ରିୟ ମାମଲା ୬ ହଜାର ୩୨୫ ରହିଛି।

Comments are closed.