ହୀରାକୁଦର ଆଉ ୫ ଗେଟ୍ ଖୋଲିଲା, ୧୦ ଗେଟ୍ ଦେଇ ଜଳ ନିଷ୍କାସନ

ସମ୍ବଲପୁର: ହୀରାକୁଦର ଆଜି ଦୁଇଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲିଛି। ଜଳଭଣ୍ଡାରକୁ ବର୍ତ୍ତମାନ ୨ ଲକ୍ଷ ୯୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୦ଟି ସ୍ପିଲୱେ ସମେତ ପାୱାର୍ ଚ୍ୟାନେଲ, ବିଭିନ୍ନ କେନାଲ ଏବଂ ଶିଳ୍ପ ଜଳଯୋଗାଣ ମିଶି ପ୍ରାୟ ୧ ଲକ୍ଷ ୯୧ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଅପରପକ୍ଷେ, ହୀରାକୁଦର ଜଳସ୍ତର ଦିନ ଗୋଟାଏ ସୁଦ୍ଧା ୬୧୨. ୬୨ ଫୁଟ ଥିବା ଜଣାପଡିଛି।

Comments are closed.