ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ତ୍ରୀବିଧ ସମୀର ସୁସୀମଲି ଛାୟା ।
ସିବ ବିଶ୍ରାମ ବିଟପ ଶୃତି ଗୟା ॥
ଜକ ବାର ତେହିଂ ତର ପ୍ରଭୁ ଗୟଊ ।
ତରୁ ବିଲୋକି ଉର ଅତି ସୁଖୁ ଭୟଉ ॥

ଭାବାର୍ଥ :- ସେହି କୈଳାଶ ଧାମରେ ତିନି ପ୍ରକାରର ଶୀତଳ, ମନ୍ଦ ଓ ସୁଗନ୍ଧିତ ବାୟୁ ସଦାବେଳେ ପ୍ରବାହିତ ହେଉଥାଏ ଆଉ ସେହି ବଟ ବୃକ୍ଷର ଛାୟା ବହୁତ ଥଣ୍ଡା ରହିଥାଏ । ସେହି ବୃକ୍ଷରେ ମହାଦେବଙ୍କ ର ବିଶ୍ରାମ ସ୍ଥଳୀ ଅଟେ, ଯାହା ବିଷୟରେ ବେଦରେ ମଧ୍ୟ କୁହାଯାଇଛି । ଥରେ ପ୍ରଭୁ ଶ୍ରୀମହାଦେବ ସେହି ବୃକ୍ଷ ତଳକୁ ଯାଇ ସେହି ବୃକ୍ଷର ଛାୟାକୁ ଦେଖି ତାଙ୍କୁ ବହୁତ ଆନନ୍ଦ ଅନୁଭବ ହେଲା ।

Comments are closed.